ଆବଶ୍ୟକତା ବେଳେ ସମସ୍ତେ ହାତ ଛାଡି ଦେଲେ: ୟୁକ୍ରେନ ରାଷ୍ଟ୍ରପତି

କ୍ଵିଭ: ‘ଆମେ ନାଟୋ ଓ ଆମେରିକା ଠାରୁ ଆଶା କରିଥିଲୁ ଯେ ଋଷ ବିରୋଧରେ ଯୁଦ୍ଧରେ ସେମାନେ ଆମକୁ ସାହାଯ୍ୟ କରିବେ। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ସେନା ପଠାଇବାକୁ ମନା କିରଦେଲେ। ପୂରା ଦୁନିଆ ଆମକୁ ଏକା ଯୁଦ୍ଧ ଲଢିବାକୁ ଛାଡିଦେଲା।’ ୟୁକ୍ରେନର ରାଷ୍ଟ୍ରପତି ଭଲଡିମର ଜେଲେଂସ୍କି ବୟାନ ଜାରି କରି ଏକଥା କହିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଜେଲେଂସ୍କି ଋଷ ଆକ୍ରମଣର ପ୍ରଥମ ଦିନର ଶେଷରେ … Continue reading ଆବଶ୍ୟକତା ବେଳେ ସମସ୍ତେ ହାତ ଛାଡି ଦେଲେ: ୟୁକ୍ରେନ ରାଷ୍ଟ୍ରପତି